Posts

ଦମନ ସିନେମା ର ରେକର୍ଡ ଭାଙ୍ଗିବ ଫିଲ୍ମ୍ ଖଇରୀ।ଖଇରୀ ନୂଆ ଫିଲ୍ମ୍ ଷ୍ଟାର କାଷ୍ଟ ।

ଭିକି କୌଶଲ୍ୟା ଙ୍କୁ ଧକା ମାରିଲେ ସଲମାନ୍ ଖାନ୍ ଙ୍କ bodyguard । ଇଣ୍ଟରନେଟ ରେ ଏବେ ଏହି ଭିଡିଓ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଛି ଆଉ ସଲମାନ୍ ଖାନ୍ ମଧ୍ୟ ଟ୍ରୋଲ କରାଯାଉଛି ।

ସୁଟିଙ୍ଗ ଶେଷ ହେଲା କାର୍ତ୍ତିକ ଆର୍ଯ୍ୟାନ୍ ଙ୍କ ଫିଲ୍ମ୍ #satyapremkikatha ।

ପୁଷ୍ପା-2 ରେ ରଣବୀର ସିଂ ଏଣ୍ଟ୍ରି। ରଣବୀର ସିଂ ଏହ ଫିଲ୍ମରେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ।

"RRR" ଫିଲ୍ମ୍ ର ଖଳନାୟକ 'Roy Stevenson' ଙ୍କ ମୃତ୍ୟୁ ।

ସଲମାନ୍ ଖାନ୍ ମୁମ୍ବାଇ ରେ ତିଆରି କରିବେ 19 ମହଲା ବିଶିଷ୍ଟ ହୋଟେଲ।ହୋଟେଲ ବନେଇବା ପାଇଁ ମା ସଲମା ଖାନ୍ ନାଁରେ କିନିଲେ ଜାଗା ।

ପୁଅ Aryan Khan ୱେବସେରିଜ ରେ ଶାରୁଖାନ ଏବଂ ରଣବୀର ସିଂ କି ଏଣ୍ଟ୍ରି।

ବଲିଉଡ୍ ମେଗାଷ୍ଟାର ସଲମାନ୍ ଖାନ୍ ହେଲେ ଆଘାତ ଜିମ୍ ରେ 5 କିଲୋ ଓଜନର dumbles ଉଠେଇବା ପଡ଼ିଲା ଭାରି।