ବଲିଉଡ୍ ମେଗାଷ୍ଟାର ସଲମାନ୍ ଖାନ୍ ହେଲେ ଆଘାତ ଜିମ୍ ରେ 5 କିଲୋ ଓଜନର dumbles ଉଠେଇବା ପଡ଼ିଲା ଭାରି।

Surya Filmy : ମେଗାଷ୍ଟାର ସଲମାନ୍ ଖାନ୍ ଜୀମ ରେ 5 କିଲୋ ଓଜନର dumbles ଉଠେଇବା ଟାଇମ ରେ ତାଙ୍କ କାନ୍ଧରେ ଆଘାତ ଲାଗିଛି। ଏହି ଖବର ସେ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ଏକ ଫଟୋ ସହ ଏହି ଖବର ପ୍ରକାଶ କରିଛନ୍ତି । ଆଘାତ କାରଣ ରୁ "ଟାଇଗର 3" ଫିଲ୍ମ୍ ର ସୁଟ ବନ୍ଧ କରାଯାଇଛି । ଟାଇଗର 3 ର ଏଇଟା ଶେଷ shedule ଥିବା ବେଳେ ଏବେ ଏଇ ସୁଟ୍ ର shedule ପରିବର୍ତନ ହେଇଛ।

        YRF ଏହି spy ଉନିଭର୍ସ ଟାଇଗର 3 ରେ srk ମଧ୍ୟ climax ରେ ସଲମାନ୍ ଖାନ୍ ସହ ଦେଖିବାକୁ ମିଳିବ। ପଠାନ ର ସଫଳତା ପରେ yrf ଟାଇଗର 3 climax ରେ ପାଣି ପରି ଖର୍ଚ୍ଚ କରିଥିବା ଜଣା ପଡ଼ିଛି।climax ସେଟ୍ ରେ ପାଖାପାଖି 35 କୋଟି ଖର୍ଚ୍ଚ କରାଯାଇଛି। ପଠାନ୍ ସଫଳତା ପରେ ଏଇ ଯୋଡି ପୁଣି କେତେ କମାଲ କରୁଛନ୍ତି ତାହା ଦେଖିବାକୁ ରହିଲା।

     ଟାଇଗର 3 ଏଇ ବର୍ଷ chirstmas ରେ ୱାଲ୍ଡ ୱାଇଡ ରିଲିଜ୍ ହେବାକୁ ଯାଉଛି ଟାଇଗର 3 କୁ ମନୀଷ ଶର୍ମା ନିଦେଶର୍କ ଦେଉଥିବା ବେଳେ ସଲମାନ୍ ଖାନ୍ ନାୟିକା ଭୂମିକାରେ katrina କୈଫ୍ ଦେଖିବାକୁ ପାଇବେ। ଟାଇଗର 1 ଆଉ 2 ବଡ଼ ହିଟ ସାବ୍ୟସ୍ତ ହେଇଥିବା ବେଳେ ଏଇ ଫିଲ୍ମ୍ ଉପରେ  ସଲମାନ୍ ଖାନ୍ ଙ୍କ ବହୁତ୍ ଆଗ୍ରହ ରହିଛି କାରଣ ଏବେ ରିଲିଜ୍ ହେଇଥିବା ତାଙ୍କର ଫିଲ୍ମ୍ "କିଶିକା ଭାଇ କିଶିକା ଜାନ" ବକ୍ସ ଅଫିସ ରେ ଖାସ କମାଲ କରିପାରିନଥିଲା।

Comments