ପୁଷ୍ପା-2 ରେ ରଣବୀର ସିଂ ଏଣ୍ଟ୍ରି। ରଣବୀର ସିଂ ଏହ ଫିଲ୍ମରେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ।
Surya Filmy : ପୁଷ୍ପା-2 ରେ ରଣବୀର ସିଂ କି ଏଣ୍ଟ୍ରି।ରଣବୀର ସିଂ ଏହି ଫିଲ୍ମରେ ଏକ ପୋଲିସ ଭୂମିକାରେ ନଜର ଆସିବେ। ରଣବୀର ସିଂ ଭୂମିକା ପୁଷ୍ପା ରେ ଦମଦାର ରହିଛି ବୋଲି ଯାହା report ଆସୁଛି । ପୁଷ୍ପା the rule ପ୍ରଥମ ଭାଗ ଲୋକଙ୍କୁ କିମିଆ କରିଥିବା ବେଳେ ଦୂତୀୟ ଭାଗକୁ ସବୁ ଅନେଇକି ବସିଛନ୍ତି ।
ପୁଷ୍ପା -2 ର ଟିଜର୍ ଅଲ୍ଲୁ ଅର୍ଜୁନ ଙ୍କ ଜନ୍ମ ଦିନରେ ରିଲିଜ୍ କରାଯାଇଥିଲା ଏହି ଟିଜର୍ ସୋସିଆଲ ମିଡିଆ ରେ ତବାହି କରିଥିଲା ଗୋଟେ ଦିନରେ 100M ବିଉଜ ହାସଲ କରିଥିଲା ସବୁ ଭାଷାରେ । ପୁଷ୍ପା ପ୍ରଥମ ଭାଗରେ ଗୀତ ଯେମିତି ଲୋକଙ୍କୁ ଯେମିତି କିମିଆ କରିଥିଲା ପୁଷ୍ପା- 2 ରେ ତାଠୁ ଅଧିକ କିମିଆ କରିବ ବୋଲି ସଙ୍ଗୀତ ନିର୍ଦେଶକ ଦେବିପ୍ରସାଦ ଆସା ରଖିଛନ୍ତି।
ପୁଷ୍ପା -2 ର ସୁଟିଙ୍ଗ ଜୋର୍ ସୋର୍ ଚାଲିଥିବା ବେଳେ ଏହାର ସୁଟିଙ୍ଗ ଏବେ ଓଡିଶାର ମାଲକାନଗିରି ଅଞ୍ଚଳରେ ଚାଲିଛି। ଏହି ଫିଲ୍ମ୍ 2024 ରେ ରିଲିଜ୍ ହେବାକୁ ଥିବାବେଳେ ଏହାର ସୁଟିଙ୍ଗ ଏହି ଦଶହରା ରେ ଶେଷ କରିବାକୁ ଯୋଜନା ରଖାଯାଇଛି । Allu Arjun ଏଥିରେ ଆପଣଙ୍କୁ ଏକ different getup ରେ ଦେଖିବାକୁ ମିଳିବେ ।ଏଇ ଫିଲ୍ମ୍ କୁ ସୁକୁମାର ମଣି ତାଙ୍କର ଡିରେକ୍ସନ 100 ପର୍ସେଣ୍ଟ୍ ଦେଇଥିବା ବେଳେ ସବୁ କଳାକାର ଫିଲ୍ମ୍ କେମିତି ଭଲ ହେଇପାରିବ ସବୁ ଲାଗିପଡିଛନ୍ତି । ଯଦି ଆପଣ ମାନଙ୍କୁ ଏହି ପରି interesting ଖବର ଜାଣିବାକୁ ଛାହୁଛନ୍ତି ଆମକୁ ଫୋଲୋ କରନ୍ତୁ ।
Comments
Post a Comment