Posts

Showing posts with the label ନୂତନ ଓଡ଼ିଆ ସିନେମା ନିର୍ମାଣ

୫ କୋଟି ଓଡ଼ିଶା ବାସୀଙ୍କ ପାଇଁ ଆମ ଓଡ଼ିଶାରେ ମାତ୍ର ୮୦ ଟି ସିନେମା ହଲ ରହିଛି । ସିଙ୍ଗଲ ସ୍କ୍ରିନ ସିନେମା ହଲ ଓଡ଼ିଆ ଫିଲ୍ମ୍ ପାଇଁ ନିହାତି ଦରକାର।