"RRR" ଫିଲ୍ମ୍ ର ଖଳନାୟକ 'Roy Stevenson' ଙ୍କ ମୃତ୍ୟୁ ।

Surya Filmy:"RRR" ଫିଲ୍ମ୍ ର ଖଳନାୟକ 'Roy stevenson'ତାଙ୍କର upcoming ମୁଭି Island of lschia ସୁଟିଙ୍ଗ କରୁଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ କିଛି ସମୟ ପରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।କିନ୍ତୁ ଏଇ ଖବରକୁ ମିଡିଆ ରେ ପ୍ରକାଶ କରାଯାଇନଥିଲା। 'Roy stevenson' ଙ୍କ ଜନ୍ମ 1964 ମାସିଆ may 24 ନୋର୍ଥେନ୍ ଲିଶବର୍ନ ରେ ଜନ୍ମଗ୍ରହଣ କରିଥିଲେ।
1993 ମସିହାରେ ତାଙ୍କର ଡିଗ୍ରୀ ପରେ ସେ ଫିଲ୍ମ୍ ଲାଇନ କୁ ଏଣ୍ଟ୍ରି କରିଥିଲେ ।ସେ ଅନେକ ସୁପର ହିଟ ମୁଭି Thor,the three musketeers,kill the lrisman ରେ କାମ କରିସାରିଥିବା ବେଳେ ତାଙ୍କର ଆଗକୁ ଷ୍ଟାର ୱାରସ ରେ "ଆଶୋକା" ଯଉଥିରେ ସେ ବୟାନ ଭୂମିକାରେ ନଜର ଆସିବେ।ସେ ତାଙ୍କର upcoming ଆକ୍ସନ ମୁଭି ଆଇସଲ୍ୟାଣ୍ଡ ଅଫ ଲଶ୍ଚିଆ ସୁଟିଙ୍ଗ ସମୟରେ ଏହି ଘଟଣା ଘଟିଥିଲା। ସେ ଅନେକ ଟିଭି ଶୋ ରେ ମଧ୍ୟ କାମ କରିଛନ୍ତି। ଇଣ୍ଡିଆନ୍ ଓସ୍କାର ପୁରସ୍କାର ମୋଭି "RRR" ରେ ତାଙ୍କର ଖଳନାୟକ ଭୂମିକାରେ ମଧ୍ୟ ନଜର ଆସିଥିଲେ। ତାଙ୍କର ମୃତ୍ୟୁ ରେ ପୁରା ୱର୍ଲ୍ଡ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ଆମେ ଏତିକି ଆଶା ରଖୁଛୁ ଯେ ଭଗବାନ ତାଙ୍କ ଫେମିଲି କୁ ସହ ହୁଅନ୍ତୁ ।

Comments