ଦମନ ସିନେମା ର ରେକର୍ଡ ଭାଙ୍ଗିବ ଫିଲ୍ମ୍ ଖଇରୀ।ଖଇରୀ ନୂଆ ଫିଲ୍ମ୍ ଷ୍ଟାର କାଷ୍ଟ ।
Surya Filmy: ଦମନ ସିନେମା ର ରେକର୍ଡ ଭାଙ୍ଗିବାକୁ ଆସୁଛି ନୂଆ ଫିଲ୍ମ୍ ଖଇରୀ। ଲକଡାଉନ ପରେ ଓଡିଆ ଫିଲ୍ମ ଭଲ ବେବସାୟ କରିନପାରିବାରୁ ଫିଲ୍ମ୍ ଇଣ୍ଡଷ୍ଟ୍ରି ବହୁତ୍ ବଡ଼ ସଙ୍କଟରେ ଗତି କରୁଥିଲା କିନ୍ତୁ ଦମନ ଫିଲ୍ମ୍ ର ସଫଳତା ସମସ୍ତଙ୍କୁ ଗୋଟେ ଭରସା ଦେଇଥିଲା ଫିଲ୍ମ୍ ବନେଇବା ପାଇଁ । ଦମନ ପୂବରୁ ଓଡ଼ିଆ ଫିଲ୍ମ୍ ପ୍ରାୟ ସାଉଥ୍ ରୁ କପି ହେଉଥିଲା ଆଉ ଓଡ଼ିଆ ଦର୍ଶକ ସେ ଫିଲ୍ମ୍ କୁ ନା ପସନ୍ଦ କରୁଥିଲେ କିନ୍ତୁ ଦମନ କୁ ଲୋକଙ୍କ ଭଲ ପାଇବା ଦେଖି ବାକି ଫିଲ୍ମ୍ ପ୍ରଯୋଜକ , ନିଦେର୍ଷକ ଓଡ଼ିଶା ର ମୌଳିକ କାହାଣୀ ନେଇକି ଫିଲ୍ମ୍ କରିବାକୁ ଆଗକୁ ଆସୁଛନ୍ତି।
ସେଇପରି କିଛି ସସ୍ପେନ୍ସ, ଥିର୍ଲେର ଷ୍ଟୋରୀ ନେଇକି ଆସିବାକୁ ଯାଉଛି ଫିଲ୍ମ୍ ଖଇରୀ ।raindrop pictures and keeves entertainment ବାନେର ରେ ନିର୍ମିତ ଏଇ ଫିଲ୍ମକୁ ପ୍ରଯୋଜନା କରିଛନ୍ତି ରୀଙ୍କୁ ଜେନା ଏବଂ keeves entertainment। ଦିବ୍ୟଜ୍ୟୋତି ଉଦୟ ସିଂ ଏହି ଫିଲ୍ମ୍ ର ନିଦେର୍ଷକ ଦେଇଥିବା ବେଳେ କ୍ରିଏଟିଭ ନିର୍ଦେଶକ ଅଛନ୍ତି prp।
ଫିଲ୍ମ୍ ର ଷ୍ଟାର କାଷ୍ଟ ରେ ଅଛନ୍ତି ସୁଜିତ୍ ପାଇକରାୟ,ତମନା ବ୍ୟାସ,ରାଜୁ ଦାସ, ଅନୁଗୁଲିଆ ବଣ୍ଟି, ସାନ୍ତୁନୁ । ଫିଲ୍ମ୍ ର ସଙ୍ଗୀତ ନିର୍ଦେଶକ ସୋମେଶ ଶତପଥୀ ଦେଇଥିବା ବେଳେ background music ଦେଇଛନ୍ତି ନବାବ ସରୋଜ । ଫିଲ୍ମ୍ ର ଛୋଟ teaser ପ୍ରଯୋଜନା ତରଫରୁ ସୋସିଆଲ ମିଡିଆରେ ଛଡ଼ା ଯାଇଛି।ଯାହାକୁ ଦର୍ଶକ ବହୁ ମାତ୍ରାରେ ଭଲପାଇବା ଦେଇଛନ୍ତି ଆଉ ଦର୍ଶକ ମାନେ ଆସାରଖିଛନ୍ତି ଯେ ଫିଲ୍ମଟି ଯଦି ଭଲ ହେଲା ତା ହେଲେ ଦମନ ର ରେକର୍ଡ କୁ ବି ଭାଙ୍ଗିଦବ । କାରଣ ଏଇ ଫିଲ୍ମ୍ ର visual ଆଉ background music ଉଚ୍ଚ କୋଟୀର ହୋଇଛି ।ଆପଣ ଦେଖିଲେ ବିଶ୍ୱାସ karparibeni ଯେ ଏଇଟା ଆମ ଓଡ଼ିଆ ଫିଲ୍ମ୍ ବୋଲି ।
ଫିଲ୍ମ୍ ର ଟାଇଟଲ teaser ଶୁଟ ସରିଥିବା ବେଳେ ଫିଲ୍ମ୍ ର ସୁଟିଙ୍ଗ ଅଗଷ୍ଟ ମାସରେ ହବାକୁ ଥିବା ବେଳେ ଏହି ଫିଲ୍ମ୍ ଡିସମ୍ୱର ମାସରେ ମୁକ୍ତିଲାଭ କରିବାକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି। ଆମେ ଆସା କରୁଛ ଫିଲ୍ମଟି ଭଲ ହଉ ଆଉ ଦମନ ର ରେକର୍ଡ କୁ ଭାଙ୍ଗୁ।ଏହିପରି ଓଲିଉଡ ଆଉ ଫିଲ୍ମ୍ ଦୁନିଆର ଖବର ଜାଣିବା ପାଇଁ ଆମକୁ follow କରନ୍ତୁ।
Comments
Post a Comment