ସୁଟିଙ୍ଗ ଶେଷ ହେଲା କାର୍ତ୍ତିକ ଆର୍ଯ୍ୟାନ୍ ଙ୍କ ଫିଲ୍ମ୍ #satyapremkikatha ।
Surya Filmy: ବଲିଉଡ ର ଲଭର୍ ବୟେ କାର୍ତ୍ତିକ ଆର୍ଯ୍ୟାନ୍ ତାଙ୍କର ଆଗାମୀ ଫିଲ୍ମ୍ "ସତ୍ୟପ୍ରେମ୍ କି କଥା" ର ସୁଟିଂ ଶେଷ କରିଛନ୍ତି। ସେ ଏଇ ଖବର ଫିଲ୍ମ୍ ର ସୁଟିଙ୍ଗ ସେଟ୍ ର କିଛି ଫୋଟୋ ସହ ସୋସିଆଲ ମିଡିଆରେ ଜଣାଇଛନ୍ତି।କାର୍ତ୍ତିକ ଆର୍ଯ୍ୟାନ୍ ସହ ଏଥିରେ କିଆରା ଆଡଭାନୀ ମଧ୍ୟ ଦେଖିବାକୁ ପାଇବେ।ଆଗରୁ ଆପଣ ଏହି ଯୋଡି ଙ୍କୁ "ଭୁଲ ଭୂଲେଣିଆ 2" ରେ ଦେଖିବାକୁ ପାଇଥିଲେ।ଏହି ଫିଲ୍ମ୍ ରେ ଦର୍ଶକ ଏହି ଯୋଡି ଙ୍କୁ ବହୁତ୍ ଭଲ ପାଇବା ଦେଇଥିଲେ।
ଏହି ଫିଲ୍ମ୍ କୁ ନଦିଆୱାଲା ଗ୍ରାଣ୍ଡସନ ପ୍ରଯୋଜକ କରିଥିବା ବେଳେ ନିଦେର୍ଷକ୍ ଭାର ସମୀର ବିଦ୍ୱାନ ସମ୍ଭାଳି ଛନ୍ତି। ସଙ୍ଗୀତ ରେ ତାନିଶ୍କି ବଗି,ପାୟଲ ଦେବ ଅଛନ୍ତି।ଫିଲ୍ମ୍ ଟି ଜୁନ୍ ମାସ 29 ରେ ହବାକୁ ଯାଉଥିବା ବେଳେ ଫିଲ୍ମ୍ ର କାହାଣୀ ଆପଣଙ୍କୁ ଲଭ ଉପରେ ଦେଖିବାକୁ ମିଳିବ । କାର୍ତ୍ତିକ ଆର୍ଯ୍ୟାନ୍ ଏଇ ଫିଲ୍ମ୍ ରେ ସତ୍ତୁ ଭୂମିକାରେ ଅଭିନୟ କରୁଥିବାର ଆପଣ ଦେଖିବାକୁ ପାଇବେ।
"ସତ୍ୟପ୍ରେମ୍ କି କଥା" ଫିଲ୍ମ୍ ର ବଜେଟ ପ୍ରାୟ 70 କୋଟି ରହିଥିବା ବେଳେ ଏହି ଫିଲ୍ମ୍ ହିଟ ହେବା ପାଇଁ 100 କୋଟି income କରିବାକୁ ହେବ। Shehzada ଫ୍ଲପ ହେଲା ପରେ କାର୍ତ୍ତିକ ଆର୍ଯ୍ୟାନ୍ ଏହି ଫିଲ୍ମ୍ କୁ ନେଇ ବହୁତ୍ ଆଶାବାଦୀ ଅଛନ୍ତି।ଏଇ ପରି ଖବର ଜାଣିବା ପାଇଁ ଆମ କୁ follow କରନ୍ତୁ ।
Comments
Post a Comment