ସଲମାନ୍ ଖାନ୍ ମୁମ୍ବାଇ ରେ ତିଆରି କରିବେ 19 ମହଲା ବିଶିଷ୍ଟ ହୋଟେଲ।ହୋଟେଲ ବନେଇବା ପାଇଁ ମା ସଲମା ଖାନ୍ ନାଁରେ କିନିଲେ ଜାଗା ।

Surya Filmy: ବଲିଉଡ୍ ଭାଇଯାନ ସଲମାନ୍ ଖାନ୍ ମୁମ୍ବାଇ ରେ 19 ମହଲା ବିଶିଷ୍ଟ ହୋଟେଲ ତିଆରି କରିବାକୁ ଯାଉଛନ୍ତି ।Times of India ତରଫରୁ ସୂଚନା ମିଳିଛି ଯେ ମୁମ୍ବାଇ BMC ଏହି proposal ସଲମାନ୍ ଖାନ୍ ପାଖରେ ରଖିଛନ୍ତି । ମୁମ୍ବାଇ BMC ଏହି ହୋଟେଲ କୁ sea-facing cartel road ପାଖରେ ବନେଇବାକୁ ପରାମର୍ଶ ଦେଇଥିବା ବେଳେ ଏହି ଜାଗା ସଲମାନ୍ ଖାନ୍ ଙ୍କ ମା ସଲ୍ମା ଖାନ୍ ନାଁରେ ଅଛି ।

            ଏହି ଜାଗାକୁ ଲାଗିରହିଛି ସଲମାନ୍ ଖାନ୍ କିଣିଥିବା Starlet CHS residential building ଯାହାକୁ ଖାନ୍ ପରିବାର ଯୋଜନା କରିଥିଲେ ଯେ ରେନୋଭେଟ କରିକି residental complex ବନେଇବା ପାଇଁ କିନ୍ତୁ ସେମାନେ ତାଙ୍କ ଯୋଜନା ବଦେଲେଇ ଛନ୍ତି।

        19 ମହଲା ହୋଟେଲ ଯୋଜନା ଅନୁସାରେ ପ୍ରଥମ ଆଉ ଦ୍ୱିତୀୟ ମହଲାରେ ଗୋଟିଏ cafe ଆଉ ଗୋଟେ ରେଷ୍ଟୁରାଣ୍ଟ, ତୃତୀୟ ମହଲା ରେ ଜିମ, ସ୍ୱିମିଂ ଫୁଲ ଆଉ କିଛି ଘର,ଚତୁର୍ଥ ମହଲା ରେ ସର୍ଭିସ ରୁମ୍, ପଞ୍ଚମ ଏବଂ ଶଷ୍ଟ convention house ସେଣ୍ଟର,ସପ୍ତମ ମହଲା ରୁ 19 ମହଲା ପର୍ଯ୍ୟନ୍ତ ହୋଟେଲ୍ ପାଇଁ ବେବହାର କରାଯିବ ।

Comments