ପୁଅ Aryan Khan ୱେବସେରିଜ ରେ ଶାରୁଖାନ ଏବଂ ରଣବୀର ସିଂ କି ଏଣ୍ଟ୍ରି।
Surya Filmy: ସୁପରଷ୍ଟାର ଶାରୁଖାନ ଙ୍କ ବଡ଼ ପୁଅ Aryan ଖାନ୍ କୁ ସମସ୍ତେ ତାଙ୍କ drugs କେସ କଣ୍ଟ୍ରୋଭର୍ସି ଯୋଗୁ ଲାୟୀମଲାଇଟ କୁ ନଜର ଆସିଥିଲେ। ଏବେ Aryan ଖାନ୍ ତାଙ୍କର ଗୋଟେ luxurious କ୍ଲୋଥିଙ୍ଗ ବ୍ରାଣ୍ଡ dayvol x ଲଞ୍ଚ କରିଥିଲେ । ଜଉ ଏଡରେ ସାରୁଖାନ୍ ନଜର ଆସିଥିଲେ ସବୁଠୁ ବଡ଼ କଥା ହେଲା ଏଇ ଏଡକୁ ଆର୍ଯ୍ୟାନ୍ ଖାନ୍ ନିଜେ direct କରିଥିଲେ।
ରେଡ୍ ଚିଲି entertainment ର ତାଙ୍କ ଡିରେକ୍ସନ ରେ ଗୋଟେ webseries ଆସିବାକୁ ଯାଉଛ ଯାହାର ଟାଇଟଲ ଆନାଉନ୍ସ ଏପ୍ରଜ୍ୟନ୍ତ ହେଇନାହି ।କିନ୍ତୁ ସୋର୍ସ ରୁ ଜଣା ପଡିଚି ଯେ 90 ପର୍ସେଣ୍ଟ ସୁଟ୍ ସରିଯାଇଥିବା ବେଳେ ଆଉ କିଛିଦିନ ଭିତରେ ସୁଟିଙ୍ଗ ଶେଷ ହେବ ବୋଲି ଖବର ଶୁଣିବାକୁ ମିଳିଛି। ଏଥି ମଧ୍ୟରେ ଗୋଟେ ଖବର ଆସିଚିକି ଶାରୁଖାନ ଆଉ ରଣବୀର ସିଂ ଏଇ webseries ରେ ଦେଖିବାକୁ ପାଇବେ।
Comments
Post a Comment