Jawan Trailer and Salaar trailer coming soon .
Surya Filmy - ପଠାନ ର ସଫଳତା ପରେ ଏବେ କିଙ୍ଗ ଖାନ୍ ଶାରୁଖନ୍ ତାଙ୍କର ଆଗାମୀ ଫିଲ୍ମ୍ Jawan ନେଇକି ଆସୁଛନ୍ତି। ଏହାର preveu ମଧ୍ଯ ଆସିସାରିଛି ଏବେ ଏହାର ଟ୍ରେଲର ବହୁତ୍ ଜଲଦି ରିଲିଜ୍ ହବ ବୋଲି ଶୁଣିବାକୁ ମିଳୁଛି । Trailer ଏଇ ମାସ ଅଗଷ୍ଟ 31 ରେ ରିଲିଜ୍ ହବ ବୋଲି ଶୁଣିବାକୁ ମିଳୁଛି। Jawan ଫିଲ୍ମ September 7 ରେ ସାରା ଭାରତ ଆଉ ଭାରତ ବାହାରେ ମୁକ୍ତିଲାଭ କରିବାକୁ ଯାଉଛି।ଏହା ଏକ ମଲ୍ଟି ଷ୍ଟାର ଫିଲ୍ମ୍ ହବାକୁ ଯାଉଛ। ଏହି ଫିଲ୍ମ୍ କୁ ନିଦେର୍ଶକ ଦେଉଛନ୍ତି ତାମିଲ ର ଆଟଲୀ । ଏଇ ଫିଲ୍ମ୍ ରେ srk ସହ ବିଜୟ sethupathy,Nayantra,ମୋନି dogra,sunil Grover ଦେଖିବାକୁ ପାଇବେ। ଆଉ ଏହାର ସଙ୍ଗୀତ ଦେଇଛନ୍ତି ଅନିରୁଧ ଯିଏ ତାଙ୍କ music ରେ ଦର୍ଶକ ଙ୍କୁ ପୁରା ମତୁଆ କରିଛନ୍ତି। ସେଇ ପରି kgf,Kgf - 2 ସଫଳତା ପରେ ନିଦେଷର୍କ ପ୍ରଶାନ୍ତ ନୀଲ ତାଙ୍କର ଆଗାମୀ ଫିଲ୍ମ୍ ସଲାର ନେଇକି ଆସୁଛନ୍ତି। ଏହି ଫିଲ୍ମ୍ ରେ ପ୍ରଭାସ, ସୁର୍ତି ହସନ୍, ପ୍ରିଥିଭ ରାଜ ପରି ସାଉଥ୍ ର ବହୁତ୍ ବଡ଼ କଳାକାର ଅଛନ୍ତି।ପ୍ରଭାସ ଙ୍କ ଆଦିପୁରୁଷ ଫ୍ଲପ ହେବା ପରେ ତାଙ୍କ ଦର୍ଶକ ଏଇ ଫିଲ୍ମ୍ କୁ ନେଇକି ବହୁତ୍ ଆଶା ରଖିଛନ୍ତି।ଏଇ ଫିଲ୍ମ୍ ର ଟିଜର ମଧ୍ୟ Release କରାଯାଇଥିଲା। ଆଉ ଏଇ ଫିଲ୍ମ୍ ସେପ୍ଟେମ୍ବର 28 କୁ ସିନେମା ହଲ ରେ ମୁକ୍ତିଲାଭ କରିବାକୁ ଯାଉଛି। ...