ଟୁଟୁ ନାୟକ ନାଁରେ ପ୍ରକୃତି ମିଶ୍ର ଆଣିଲେ କାଷ୍ଟିଙ୍ଗ coutch । ପ୍ରକୃତି ମିଶ୍ର ବାବୁଶାନ୍ ମହାନ୍ତି ସହିତ ହେଇଥିବା controversy ବିଷୟରେ ବି ତାଙ୍କର ଜବାବ ରଖିଛନ୍ତି।
Surya Filmy : ଟୁଟୁ ନାୟକ ନାଁରେ ପ୍ରକୃତି ମିଶ୍ର ଆଣିଲେ casting couch ଅଭିଯୋଗ। ଆପଣ ସମସ୍ତେ ଜାଣିଥିବେ ଓଲିଉଡ଼ ରେ casting couch ବିଷୟରେ କେବେ ନା କେବେ ଅଭିଯୋଗ ଆସିଥାଏ କିନ୍ତୁ ଏଥର ଓଲିଉଡ଼ ର ବଡ଼ ପ୍ରଯୋଜକ ସଞ୍ଜୟ ନାୟକ(ଟୁଟୁ) ନାଁରେ ଆସିଛି। ଏହି ଅଭିଯୋଗ ଆଉ କେହି ନୁହଁ ପ୍ରକୃତି ମିଶ୍ର ଆଣିଛନ୍ତି ତାଙ୍କ ସହ ଆଉ ଜଣ ଅଭିନେତ୍ରୀ jashmine ରଥ ମଧ୍ଯ ଏହି ଅଭିଯୋଗ ଆଣିଛନ୍ତି।
ଅଭିନେତ୍ରୀ ଅଭିଯୋଗ ଅନୁସାରେ ଟୁଟୁ ନାୟକ ଫିଲ୍ମ୍ ରେ କାମ ଦବା ନାଁରେ ଏକୁଟିଆ କ୍ଲବ କୁ ଡାକୁଥିଲେ ଆମେ ନ ଯିବାରୁ ଆମକୁ ଫିଲ୍ମ୍ ରୁ ବାହାର କରି ଦିଆଯାଉଥିଲା ଆଉ ଆମ ଚରିତ୍ର କୁ ଅଲଗା ଲୋକଙ୍କ ପାଖରେ ଖରାପ କୁହା ଯାଉଥିଲା ଯାହା ଫଳରେ ଆମକୁ ଅଲଗା ଜାଗାରୁ ବି କାମ ହରେଇବାକୁ ପଡୁଥିଲା ଏହି ଅଭିଯୋଗ ଅଭିନେତ୍ରୀ jashmine ରଥ ମିଡିଆ କୁ କହିଛନ୍ତି। ପ୍ରକୃତି ମିଶ୍ର ବି କହିଛନ୍ତି ଟୁଟୁ ନାୟକ ଜଣେ ବହୁତ୍ ଅଭଦ୍ର ମଣିଷ ଟେ ନୂଆ ହିରୋଇନ୍ ଙ୍କୁ କାମ ଦବା ନାଁରେ ତାଙ୍କ ସାଙ୍ଗରେ ଖରାପ ବ୍ୟବହାର କରନ୍ତି।ତାଙ୍କ ପାଖରେ ଗୋଟେ ବି ପଇସା ନାହିଁ ଫିଲ୍ମ୍ କରିବାକୁ ଖାଲି କହୁଛନ୍ତି ମୁଁ ବଡ଼ ପ୍ରଯୋଜକ । ପ୍ରକୃତି ମଧ୍ୟ ବାବୁଶାନ୍ ମହାନ୍ତି ଙ୍କ ବିଷୟରେ କହିଛନ୍ତି ତାଙ୍କ ପାଖରେ ପଇସା ଥିଲା ନାହିଁ ମୁଁ ଦେଇଛି 6 ଲକ୍ଷ୍ ଟଙ୍କା ତାଙ୍କ ଘର ଲୋକ ତାଙ୍କ card ବ୍ଲକ୍ କରିଦେଇଥିଲେ ।
ଏହି ଅଭିଯୋଗ କୁ ପ୍ରଯୋଜକ ଟୁଟୁ ନାୟକ ଖଣ୍ଡନ କରିଥିବା ବେଳେ ସେ କହିଛନ୍ତି ଅଭିନେତ୍ରୀ ଙ୍କ boyfriend କାମରେ ମୁଣ୍ଡ ପୂରେଇବାରୁ ଆମେ ତାଙ୍କୁ ଫିଲ୍ମ୍ ରୁ ବାହାର କରିଥିଲୁ ଏହି କଥା ମୁଁ ସେ ଅଭିନେତ୍ରୀ ଙ୍କୁ କହିଛି।ଆଉ ଏଇ କଥା ର କିଛି ସତ୍ୟତା ନାହିଁ ବୋଲି ସେ କହିଛନ୍ତି।
Comments
Post a Comment