କିଙ୍ଗ ଖାନ୍ ଶାରୂଖାନ୍ ଆମେରିକା ରେ ଫିଲ୍ମ୍ ସୁଟିଙ୍ଗ ସମୟରେ ହେଲେ ଆଘାତ। ରକ୍ତ ରୋକିବାକୁ କରିବାକୁ ପଡିଲା ସଜରୀ।
Surya Filmy : କିଙ୍ଗ ଖାନ୍ ଶାରୁ ଖାନ୍ ଆମେରିକା ରେ ତାଙ୍କର ଆଗାମୀ ଫିଲ୍ମ୍ ର ସୁଟିଙ୍ଗ ସମୟରେ ଆଘାତ ହେଇଛନ୍ତି। କୁହାଯାଉଛି ଯେ ତାଙ୍କ ନାକରେ ବହୁତ୍ ଜୋରରେ ବ୍ଲଡ ବାହାରୁ ଥିବାରୁ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଛି। ଆଉ ତାଙ୍କ ନାକର ସର୍ଜର ମଧ୍ୟ କରାଯାଇଛି। ଏହି ଖବର ଶୁଣି ତାଙ୍କ fan ମାନେ ସୋସିଆଲ ମିଡିଆ ରେ ତାଙ୍କର ଜଲଦି ଆରୋଗ୍ୟ ପାଇଁ ପ୍ରାଥାନ କରୁଛନ୍ତି।
ମିଡିଆ ରିପୋର୍ଟ୍ ଅନୁସାରେ ଆମେରିକା ଲୋସ ଅଞ୍ଜେଲୋସ ରେ ତାଙ୍କର କିଛି ପ୍ରୋଜେକ୍ଟ ସୂଟ ସମୟରେ ଏହି ଅଘଟ ହେଇଥିଲା ଆଉ ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ଟିମ୍ ହସ୍ପିଟାଲ ରେ ଭର୍ତ୍ତି କରିଥିଲେ। ସାରୁ ଖାନ୍ କି ଆଗାମୀ ଫିଲ୍ମ୍ "Dunkey" ଆଉ "Jawan" ଆସୁଛି । ଯାହା ଶୁଣିବାକୁ ମିଳୁଛି "Jawan" ଫିଲ୍ମ୍ ର Teaser ଏହି ମାସ 10 ତାରିଖ ରେ ଆସିବାକୁ ଅଛି।
Comments
Post a Comment