ଏଥର ରଜରେ କଉ ଓଡିଆ ଫିଲ୍ମ ବାଜିମାତ କରିଲା । ଲଭ ଇନ୍ ଲଣ୍ଡନ ଏଵଂ Gudu Gangster କେତେେ କମେଇଲେ ।
Surya Filmy : ଓଡ଼ିଶାର ବଡ଼ ପର୍ବ ରଜରେ 2 ଟି ଓଡ଼ିଆ ଫିଲ୍ମ୍ ମୁକ୍ତିଲାଭ କରିଥିଲା ଗୋଟେ ହେଲା "ଲଭ ଇନ୍ ଲଣ୍ଡନ" ଏବଂ "gudu gangster" । ଏହି 2 ଟି ଓଡ଼ିଆ ଫିଲ୍ମ୍ କୁ ବହୁ ମାତ୍ରାରେ ଭଲ ପାଇବା ଓଡ଼ିଆ ଦର୍ଶକ ଦେଇଛନ୍ତି । ସବୁଠୁ ଅଧିକ ଲଭ ଇନ୍ ଲଣ୍ଡନ ଫିଲ୍ମ୍ କୁ ଭଲ ପାଇବା ମିଳିଛି କାରଣ ଦୀର୍ଘ 4 ବର୍ଷ ପରେ ସୁପରଷ୍ଟାର ଅନୁଭବ ମହାନ୍ତି ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ଫେରି ଥିବାରୁ ତାଙ୍କୁ ଦେଖିବା ପାଇଁ ସିନେମା ହଲ ଆଗରେ ଦର୍ଶକ ଙ୍କ ଭିଡ଼ ଦେଖିବାକୁ ମିଳିଛି।
"ଲଭ ଇନ୍ ଲଣ୍ଡନ" ଫିଲ୍ମ୍ 13 ଜୁନ କୁ ସିନେମା ହଲ ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମ୍ କୁ 4 ଦିନ ହେଇଗଲାଣି ସିନେମା ହଲ ରେ ଆଉ ବହୁତ୍ ଭଲ ବିଜନେସ ଭି କରୁଛି। ଲଭ ଇନ୍ ଲଣ୍ଡନ 4ଦିନରେ ପାଖା ପାଖି 90 ଲକ୍ଷ୍ୟ ରୁ ଅଧିକ କମେଇ ସାରିଲାଣି ଏବେ ବି ଓଡିଶାର ସିନେମା ହଲରେ ସବୁ ଶୋ ଫୁଲ ଯାଉଛି । କିନ୍ତୁ ଆଦିପୁରୁଷ ଫିଲ୍ମ୍ ପାଇଁ ଲଭ ଇନ୍ ଲଣ୍ଡନ ବିଜନେସ ରେ ବାଧକ ସାଜିଛି। କାରଣ ଆଦିପୁରୁଷ ପରି ବଡ଼ ଫିଲ୍ମ୍ ଆସିବାରୁ ଶୋ ର ସଂଖ୍ୟା କମ ହେଉଛି କିନ୍ତୁ ଆଦିପୁରୁଷ ର ଖରାପ reviews ପାଇଁ ଏହି ଫିଲ୍ମ୍ କୁ ଅଧିକ ଶୋ ମିଳିପାରେ।
"ଲଭ ଇନ୍ ଲଣ୍ଡନ" ଫିଲ୍ମ୍ ରେ ଆପଣଙ୍କୁ ଗୋଟେ ଭଲ ଫ୍ରେସ ଲଭ ଷ୍ଟୋରୀ ଦେଖିବାକୁ ପାଇବେ।ଏଥିରେ ଅନୁଭବ ମହାନ୍ତି ଙ୍କ ସହ ସ୍ବପ୍ନା ପ୍ରିୟଦର୍ଶିନୀ,ସୌମ୍ୟ sachdev, ବିରାଜ ଏବଂ ତାପସ sargharia ଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ପାଇବେ।ଏହି ଫିଲ୍ମ୍ ନିଦେର୍ସନ ଭାର ନିଜେ ତାପସ ଶର୍ଘରିଆ ତୁଲାଇ ଥିବା ବେଳେ ସଙ୍ଗୀତ ନିର୍ଦେଶକ ରେ ଅଛନ୍ତି 4ଜଣ ଯୁବ ସଙ୍ଗୀତକାର ବିନୟ,ସୋମେଶ, ଆସାଦନିଜମ, ବୈଦ୍ୟନାଥ ଦାଶ ଅଛନ୍ତି।
"Gudu Gangster" ଫିଲ୍ମ ମଧ୍ୟ ଦର୍ଶକୁ ବହୁ ମାତ୍ରାରେ ଦର୍ଶକ ଙ୍କ ମନୋରଞ୍ଜନ କରୁଛି।ଏହି ଫିଲ୍ମ୍ କୁ ମଧ୍ୟ ଦର୍ଶକ ଙ୍କ ର ବହୁ ମାତ୍ରାରେ ଭଲ ପାଇବା ମିଳୁଛି। ଏହି ଫିଲ୍ମ୍ ମଧ୍ୟ 13 ଜୁନ ରେ ସାରା ଓଡ଼ିଶା ସିନେମା ହଲ ରେ ମୁକ୍ତିଲାଭ କରିଥିଲା। 4 ଦିନରେ ଏହି ଫିଲ୍ମ୍ 40 ଲକ୍ଷ୍ୟ ପାଖାପାଖି ବିଜନେସ କରିସାରିଛି। ଏହି ଫିଲ୍ମରେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର,sailendra, ଶିବାନୀ,kk, ଏଲୀ ପାଢ଼ୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ୍ ର ନିଦେର୍ଷନ୍ ଭାର stylish ନିଦେର୍ଷକ ଅଶୋକ ପତି ତୁଲାଇ ଛନ୍ତି।ଏହି ଫିଲ୍ମ୍ ର ସଙ୍ଗୀତ ନିର୍ଦେଶକ Assad Nizam ସମ୍ଭାଳି ଛନ୍ତି। ଆପଣ ମାନେ ଯଦି ଏହି 2 ଟି ଓଡ଼ିଆ ସିନେମା କୁ ଦେଖିନାହାନ୍ତି ଜଲଦି ଦେଖନ୍ତୁ।
Comments
Post a Comment