DDLJ -2 ରେ ଶାରୁଖାନ ଙ୍କ ପୁଅ ଆର୍ଯ୍ୟାନ୍ ଖାନ୍ ଏବଂ କାଜଲ ଙ୍କ ଝିଅ ନ୍ୟେସ ଦେବ ଗନ୍।

Surya Filmy - ଦୀର୍ଘ 28 ବର୍ଷ ପରେ DDLj ମେକର ଏହାର ଦୂତୀୟ ଭାଗ ବନେଇବା ପାଇଁ ଚିନ୍ତା କରୁଛନ୍ତି। ଆଉ ଯାହା ଶୁଣିବାକୁ ମିଳୁଛି କି ଏଥିରେ ଶାରୁଖନ୍ ଙ୍କ ପୁଅ ଆର୍ଯ୍ୟାନ୍ ଆଉ କାଜଲ ଙ୍କ ଝିଅ ନିଶା ନଜର ଆସିବେ ବୋଲି। ଆଉ ଏଥି ପାଇଁ ମା କାଜଲ ଙ୍କ ପାଖରୁ ଅଭିନୟ ସିଖିଛନ୍ତୁ ନିଶା । ସେଇ ପରି ଆର୍ଯ୍ୟାନ୍ ଖାନ୍ ନିଦେର୍ଶକ ହିସାବ ରେ ପ୍ରଥମ ଇଣ୍ଡଷ୍ଟ୍ରି ରେ ପ୍ରବେଶ କରିବାକୁ ଯାଉଛନ୍ତି। ଯାହା ଶୁଣିବାକୁ ମିଳୁଛି ଆର ବର୍ଷ ଏହାର କାମ ଷ୍ଟାର୍ଟ ହବ ବୋଲି କୁହାଯାଉଛି।

          1995 ମସିହା ଅକ୍ଟୋବର 20 ରେ "DDLJ" ସାରା ଭାରତ ବର୍ଷ ସିନେମା ହଲ ରେ ମୁକ୍ତିଲାଭ କରିଥିଲା।ଆଉ ଏଇ ମୁଭି ର ଦର୍ଶକ ଏପର୍ଯ୍ୟନ୍ତ ମଧ୍ୟ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଆଉ ଗଦର୍ - 2 ର ସଫଳତା ପରେ ୟଶ ରାଜ ଏଥିରେ ଆଗ୍ରହ ପ୍ରକାଶ କରିଛନ୍ତି।  DDLJ ମୁଭି ସେତେବେଳେ ଟାଇମ ରେ ବକ୍ସ ଅଫିସ ର ସବୁ ରେକର୍ଡ ଭାଙ୍ଗିଥିଲା।ଆଉ ତାର ଲାଇଫ ଟାଇମ 90 କୋଟି ପାଖା ପାଖି ବେପାର କରିଥିଲା।

          ପୁଣି ଥରେ DDLJ କେତେ ଦର୍ଶକ ଙ୍କୁ ପସନ୍ଦ ଆସୁଛି ତାହା ଫିଲ୍ମ୍ ଆସିଲେ ଜଣ ପଡ଼ିବ । ଆଉ ଆପଣ ମାନେ କେତେେ ଆଗ୍ରହ ଅଛନ୍ତି ଏହାର ଦୂତୀୟ ଭାଗ ପାଇଁ ଆମକୁ ଜଣାନ୍ତୁ। 

Comments

Popular Posts