ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଫିଲ୍ମ୍ "ଲଭ ଇନ୍ ଲଣ୍ଡନ" ର ଅଡିଓ ରିଲିଜ୍ ଭୁବନେଶ୍ୱର ଏକ୍ସପ୍ଲାଣ୍ଡେଡ ମହଲ ରେ ଅନୁଷ୍ଠିତ ହୋଇଛି।

Surya Filmy: ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି ଙ୍କ ଫିଲ୍ମ୍ " ଲଭ ଇନ୍ ଲଣ୍ଡନ" ର ଅଡିଓ ରିଲିଜ୍ ଗତକାଲି ଭୁବନେଶ୍ୱର ଏକ୍ସପ୍ଲାଣ୍ଡେଡ୍ ମହଲ ରେ ଅନୁଷ୍ଠିତ ହୋଇଯାଇଛି।ଫିଲ୍ମ୍ ଟି ଏଇ ବର୍ଷ ରଜରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି। ଏଇ ଫିଲ୍ମ୍ ରେ 3 ଜଣ ସଙ୍ଗୀତ ନିର୍ଦେଶକ ସୋମେଶ, ବୈଦ୍ୟନାଥ, ବିନି ଥିବା ବେଳେ ଗୀତ ଗୁଡ଼ିକୁ ଗାଇଛନ୍ତି କୁଲଦୀପ,ହ୍ୟୁମାନ ସାଗର,ଗୌରବ ଆନନ୍ଦ,ଲିପ୍ସା ।

        "ଲଭ ଇନ୍ ଲଣ୍ଡନ" ଫିଲ୍ମ୍ ର ନିର୍ଦେଶକ ଦେଇଛନ୍ତି ତାପସ ସାର୍ଘରିଆ ।ସିଏ ଆଗରୁ "ତୁ ମୋ lovestory", ହିରୋ no 1, premam, ପ୍ରେମକୁମାର, ପହିଲିରଜ,onlypyar ଭଳି ହିଟ ସିନେମା ଦେଇସାରିଛନ୍ତି। ଏଇ ଲଭ ଇନ୍ ଲଣ୍ଡନ ଫିଲ୍ମ୍ ରେ ପ୍ରଯୋଜନା କରିଛନ୍ତି "ନବୀନ ଭଣ୍ଡାରି ଏଵଂ ଅମର ଷ୍ଟୁଡିଓ "।

              "ଲଭ ଇନ୍ ଲଣ୍ଡନ" ଫିଲ୍ମ୍ ରେ 2 ନୂଆ ନବାଗତ ନାୟିକା ସୌମ୍ୟ sachdev ଆଉ ସ୍ବପ୍ନା ପ୍ରିୟଦର୍ଶିନୀ" ଅଭିନୟ କରିଛନ୍ତି। Swapna Priyadarshini ଆଗରୁ "ସୁଶାନ୍ତ ମଣି "ଙ୍କ web series ଚକ ଲେଟ-2 ରେ ଅଭିନୟ କରିସାରଛନ୍ତି । ଲଭ in London ଫିଲ୍ମ ର ସୁଟିଂ London ଏବଙ୍କ ଓଡ଼ିଶାର ମୟୂରଭଞ୍ଜ ରେ shoot କରାଯାଇଛି।

         ଅନୁଭବ ମହାନ୍ତି ଦିଘ 4 ବର୍ଷ ପରେ ଫିଲ୍ମ୍ ପରଦାକୁ assuthibaru ଦର୍ଶକ ମାନେ ବହୁତ୍ ଖୁସି ଅଛନ୍ତି । ଏହା ଏକ ବିଗ୍ ବଜେଟ ଫିଲ୍ମ୍ ହେଇଥିବାରୁ ଲୋକଙ୍କ ଆଶା ଅଛି ଫିଲ୍ମ୍ ଟି ଭଲ ହେବ ଆଉ ବକ୍ସ ଅଫିସ ରେ ଧମାଲ କରିବା। ଫିଲ୍ମ୍ ରିଲିଜ୍ ହେଲେ ଜଣାପଡ଼ିବ ଫିଲ୍ମ୍ ରଜ ବଜାରରେ କେତେ କମାଲ କରୁଛି।

Comments