ଆଜି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା ଏବଂ ବଲିଉଡ ନାୟିକା ପରିନୀତୀ ଚୋପ୍ରା ଙ୍କ ନିର୍ବନ୍ଧ ।

Surya Filmy: ଆମ ଆଦମୀ ପାର୍ଟି ର ସାଂସଦ "ରାଘବ ଚଢ଼ା" ଏବଂ ବଲିଉଡ ଅଭିନେତ୍ରୀ ପରିନୀତି ଚୋପ୍ରା Delhi ରେ ଆଜି ସଞ୍ଜ  6 ଟା ରେ ନିର୍ବନ୍ଧ କରୁଛନ୍ତି । ରାଘବ ଚଢ଼ା ଏବଂ Parineeti ଚୋପ୍ରା London school of Economics ରେ ସାଙ୍ଗ ହେଇକି ପଢୁଥିବା ବେଳେ ଦୁଁହେ ପରସ୍ପରକୁ ଜାଣିଥିଲେ ।
       
         ରାଘବ ଚଢ଼ା 2012 ମସିଆରେ ଆମ ଆଦମୀ ପାର୍ଟି ସହିତ ଯୋଡି ଥିଲେ। 2022 ମସିଆରେ ତାଙ୍କୁ ପାର୍ଟି ତରଫରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ରାଜ୍ୟସଭା କୁ ପଠା ଯାଇଥିଲା।ରାଘବ ଚଢ଼ା ଜଣେ chartered accountants ରାଜନୀତି ପୂବୁରୁ ଆକାଉଣ୍ଟାଣ୍ଟ ଭାବରେ Deloitte,shyam malpani ଏବଂ grant Thornton company ରେ କରୁଥିଲେ।

         ରାଘବ ଚଢ଼ା ସାଧାରଣ ଜୀବନ ଯାପନ କରିବାକୁ ପସନ୍ଦ କରନ୍ତି। ରାଘବ ଚଢ଼ା ଙ୍କ କୁଲ ସମ୍ପତି 50 ଲକ୍ଷ୍ୟ ପାଖାପାଖି ରହିଥିବା ବେଳେ Parineeti ଚୋପ୍ରା ଙ୍କ ସମ୍ପତି ଢେର୍ ଅଧିକ ରାଘବ ଙ୍କ ଠାରୁ ।ରାଘବ ଚଢ଼ା ଙ୍କ ପାଖରେ ମାରୁତି ସ୍ଵିଫ୍ଟ dzire ଗୋଟିଏ କାର ରହିଛି। 

        ରାଘବ ଙ୍କ ଠାରୁ ପରିନିତି ଚୋପ୍ରା ଙ୍କ ସମ୍ପତି ଢେର୍ ଅଧିକ ଅଛି ।Parineeti ଙ୍କ ପାଖରେ ପାଖାପାଖି 60 କୋଟି ର ସମ୍ପତି ରହିଛି। ପରିନିତୀ ଙ୍କ ପାଖରେ ମୁମ୍ବାଇ ରେ ନିଜ ଫ୍ଲାଟ୍, କାର- Audi A6,jaguar xjl,Audi Q5 ପରି ଦାମୀ କାର ରଖିଛନ୍ତି। 
       
     ନିର୍ବନ୍ଧ ରେ ପ୍ରିୟଙ୍କା ଚୋପ୍ରା ଆଉ ତାଙ୍କ ମାଆ ମଧୁ ଚୋପ୍ରା ସାମିଲ ହେବାର ଥିବାବେଳେ ରାଘବ ଙ୍କ ତରଫରୁ ଫେମିଲି ଆଉ କିଛି ରାଜନେତା ଏଇ ନିର୍ବନ୍ଧ ରେ ସାମିଲ ହୋଇପାରନ୍ତି। ଏହି ଯୋଡି 2023 ଶେଷ ସୁଦ୍ଧା ବିବାହ କରିପାରନ୍ତି ସୂଚନା ଅନୁସାରେ ।

Comments