କେତେ ସମ୍ପତି ର ମାଲିକ ବାବୁଶାନ୍ ମହାନ୍ତି । Babushan Mohanty Networth 2023 ।

  Surya ଫିଲ୍ମ୍: ଓଡ଼ିଆ ସୁପରଷ୍ଟାର ବାବୁଶାନ୍ ମହାନ୍ତି  1980 ମସିହା ଜୁଲାଇ 30 ରେ ଭୁବନେଶ୍ୱର ବରମୁଣ୍ଡା ରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କ ବାପା  "ଉତ୍ତମ ମହାନ୍ତି" ଆଉ ମା "ଅପରାଜିତା ମହାନ୍ତି" ଓଡ଼ିଶାର ଆଗ ଧାଡ଼ିର ନାୟକ ନାୟକ ରହିସାରିଥିବା ବେଳେ ଏବେ ବାବୁଶାନ୍ ମହାନ୍ତି ଓଡ଼ିଶାରେ ତାଙ୍କର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କର 2022 ରେ ମୁକ୍ତିଲାଭ କରିଥିବା ଓଡ଼ିଆଚଳଚ୍ଚିତ୍ର "ଦମନ" ସାରା ଭାରତ ରେ ଚର୍ଚା ସୃଷ୍ଟି କରିଥିଲା।
   
          ବାବୁଶାନ୍ ମହାନ୍ତି 2009 ମସିଆରେ "ରୋମିଓ ଦ ଲଭର ବଏ" ଫିଲ୍ମ୍ ମାଧ୍ୟମରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରୀରେ ପ୍ରବେଶ କରିଥିଲେ। ସେ ଏପ୍ରଯ୍ୟାନ୍ତ 40 ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଥିବା ବେଳେ ତାଙ୍କର ଆଗାମୀ ଫିଲ୍ମ୍ "Malyagiri" ଆଉ "Antrayami" ଫିଲ୍ମ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ବାବୁଶାନ୍ ମହାନ୍ତି ଜଣେ ଅଭିନେତା ସହ ଜଣେ ଭଲ ଗାୟକ ବି ସେ । ତାଙ୍କର ସବୁ ଫିଲ୍ମ୍ ରେ ଗୋଟେ ଗୀତ ସେ ନିଜେ ଗାଇଥାନ୍ତି।

             ବାବୁଶାନ୍ ମହାନ୍ତି ପ୍ରାୟ 15 କୋଟି ସମ୍ପତି ର ମାଲିକ ଅଟନ୍ତି।ତାଙ୍କର ଇନକମ ଫିଲ୍ମ୍ ଆଉ ବ୍ରାଣ୍ଡ ଅମସୋଡର ରୁ ଆସିଥାଏ। ବାବୁଶାନ୍ ମହାନ୍ତି ଗୋଟେ ଫିଲ୍ମ୍ ପାଇଁ ପାଖାପାଖି 20-25 ଲକ୍ଷ୍ୟ ଟଙ୍କା ନେଇଥାନ୍ତି ଆଉ ଗୋଟେ ad ସୁଟ୍ ପାଇଁ 2 ରୁ 3 lakh ଚାର୍ଜ କରିଥାନ୍ତି । ବାବୁଶାନ୍ ମହାନ୍ତି ଫିଲ୍ମ୍ ଛଡ଼ା ତାଙ୍କ gas agency ବିଜନେସ ଆଉ ଅଲଗା ପ୍ଲାଟଫର୍ମ ରୁ ବି income କରିଥାନ୍ତି ।
       
      ବାବୁଶାନ୍ ମହାନ୍ତି ଙ୍କ ପାଖରେ ଭୁବନେଶ୍ଵର ନୟାପଲ୍ଲୀ ଠାରେ ଗୋଟେ 2bhk ର ଫ୍ଲାଟ୍ ବି ଅଛି ଯାହାର ମୂଲ୍ୟ 1କୋଟି ଆଉ ତାଙ୍କର ଭୁବନେଶ୍ଵର ବରମୁଣ୍ଡା ରେ ଘର ଅଛି ଯଉଥିରେ ତାଙ୍କ ବାପା ମା ରହୁଛନ୍ତି ଏହା ଛଡ଼ା ମୟୂରଭଞ୍ଜ ବାରିପଦା ରେ ତାଙ୍କର ଘର ବି ଅଛି।  
       
            ବାବୁଶାନ୍ ଙ୍କ ପାଖରେ toyata ର fortune କାର୍ ଅଛି ଯାହାର ମୂଲ୍ୟ 30 lakh, maruti suzuki Swift ଯାହାର ମୂଲ୍ୟ 6 lakh ଆଉ ତାଙ୍କୁ ବାଇକ୍ ଚଲେଇବାକୁ ଭଲ ଲାଗେ ତାଙ୍କ ପାଖରେ vitplen ବାଇକ୍ ଅଛି ଯାହାର ମୂଲ୍ୟ 2 lakh 15k । 

Comments