85 ବର୍ଷ ଓଡ଼ିଆ ଫିଲ୍ମ୍ ଇତିହାସରେ ପ୍ରଥମ ଥର ଫାଲଗୁନ ଚୈତ୍ର ଫିଲ୍ମ୍ ର 1st ଦିନର କମାଇ ଜାଣିବାକୁ ମିଳିଛି।

Surya Filmy: 1936 ମସିଆ ରେ ପ୍ରଥମ ଓଡ଼ିଆ ଫିଲ୍ମ୍ "ସୀତା ବିବାହ" ମୁକ୍ତିଲାଭ କରିଥିଲା। 1936 ରୁ 2023 ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରି କୁ 85 ବର୍ଷ ବିତିଗଲାଣି କିନ୍ତୁ ଅନ୍ୟ ଇଣ୍ଡଷ୍ଟ୍ରି ପରି ଆମ ଫିଲ୍ମ୍ ର କେତେ କମେଇଲ କେହି ଜାଣିପାରୁ ନଥିଲେ। କିନ୍ତୁ ଏଇ ବର୍ଷ ମୁକ୍ତିଲାଭ କରିଥିବା "ଫାଲଗୁନ ଚୈତ୍ର" ପ୍ରଥମ ଦିନର ବକ୍ସ ଅଫିସ report ସାମ୍ନାକୁ ଆସିଛି।

      "ଫାଲଗୁନ ଚୈତ୍ର" ଫିଲ୍ମ୍ ତାହାର ପ୍ରଥମ ଦିନରେ କେବଳ 66 ହଜାର କମେଇ ପାରିଛି। ଆପଣ ସୁନିକି ବାଭୁଥିବେ ଏଇଟା ମିଛ ଖବର କିନ୍ତୁ ସତ। ଫାଲଗୁନ ଚୈତ୍ର ଫିଲ୍ମ୍ 12 ମଇ ରେ ଓଡ଼ିଶାର 30 ଟି ହଲରେ ମୁକ୍ତିଲାଭ କରିସାରିଛି ଫିଲ୍ମ୍ କୁ ନେଇ posetive ରେଷ୍ପନସ ମିଳୁଥିବା ବେଳେ  ଦର୍ଶକ ମାନଙ୍କର ହଲରେ ଦେଖା ନାହିଁ ଯାହା ପ୍ରଥମ ଦିନ ବକ୍ସ ଅଫିସ report ରୁ ଜଣାପଡୁଛି। "ଫାଲଗୁନ ଚୈତ୍ର" ଫିଲ୍ମ୍ ସହ ଅଲଗା ଭାଷା ଫିଲ୍ମ୍ ବି ମୁକ୍ତିଲାଭ କରିଛି କିନ୍ତୁ ଆମ ଓଡ଼ିଆ ଦର୍ଶକ ନିଜ ମାଟିର ଫିଲ୍ମ୍ କୁ ଛାଡି ହିନ୍ଦୀ ଭାଷା ଫିଲ୍ମକୁ ଦେଖିବା ପାଇଁ ବେଶୀ ଆଗ୍ରହ କରୁଛନ୍ତି।

        ଆଗରୁ ଓଡ଼ିଆ ଦର୍ଶକ ମାନଙ୍କ ଦାବି ଥିଲା ଯେ କପି ଫିଲ୍ମ୍ ନ କରି ମୌଳିକ କାହାଣୀକୁ ନେଇକି ଫିଲ୍ମ୍ କରିଲେ ଓଡ଼ିଶା ବାସୀ ନିଶ୍ଚୟ ଓଡ଼ିଆ ଫିଲ୍ମ୍ ଦେଖିବେ।କିନ୍ତୁ ଏଇ କଥା ଖାଲି କଥାରେ ରହିଯାଇଛି "ଫାଲଗୁନ ଚୈତ୍ର" ଏକ ମୌଳିକ ଓଡିଆ କାହାଣୀ ହେଇକି ମଧ୍ୟ ଓଡ଼ିଶାରେ ଲୋକଙ୍କ ଆଦୃତ ଲାଭ କରିପାରୁନି । କିନ୍ତୁ ଏଇ ଫିଲ୍ମ୍ ଭାରତ ବାହାରେ  ଅଷ୍ଟ୍ରେଲିଆ,ଜର୍ମାନୀ,ଆମେରିକା, ଲଣ୍ଡନ ପରି 8 ଟି ଦେଶରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିଛି।ଅଷ୍ଟ୍ରେଲିଆ ରେ ପ୍ରଥମ ଦିନ ଶୋ ସବୁ housefull ଯାଇଛି।
        
        ଆମେ ଆଶା କରୁଚୁ ଯେ ଓଡ଼ିଆ ଦର୍ଶକ ଏଇ ଫିଲ୍ମ୍ କୁ ବହୁତ୍ ଭଲ ପାଇବା ଦିଅନ୍ତୁ ଆଉ ଆମ ଓଡ଼ିଆ ଫିଲ୍ମ୍ ସାରା ଭାରତ ରେ ଲୋକଲୋଚନକୁ ଆସୁ ।

Comments