ଏଥର ରଜରେ ଲଢେଇ ହେବା 2 ଜଣ ସୁପରଷ୍ଟାର ଙ୍କ ମଧ୍ୟରେ । ସିଦ୍ଧାନ୍ତ ମହାପାତ୍ର ଙ୍କ "ଗୁଡୁ Gangstar" aau ଅନୁଭବ ମହାନ୍ତି ଙ୍କ ଫିଲ୍ମ୍ "Love in London " ମଧ୍ୟରେ ।
Surya Filmy: ଗତ କିଛି ବର୍ଷ ହେବ ଓଡ଼ିଆ ପର୍ବ ରଜରେ ଓଡ଼ିଆ ଫିଲ୍ମ୍ ମଧ୍ୟରେ ଟକର ଦେଖିବାକୁ ମିଳିନଥିଲା କରୋନ ଭାଇରସ ଯୋଗୁଁ।କିନ୍ତୁ ଏଇ ବର୍ଷ ରଜରେ 2 ଜଣ ସୁପରଷ୍ଟାର ଙ୍କ ମଧ୍ୟରେ ଟକର୍ ହବାକୁ ଯାଉଛ। ଅନୁଭବ ମହାନ୍ତି 4 ବର୍ଷ ପରେ ଫିଲ୍ମ୍ ପରଦାକୁ ଫେରୁଛନ୍ତି ସେଥିପାଇଁ ତାଙ୍କ fan ମାନେ ବହୁତ୍ ଖୁସି ଅଛନ୍ତି। ଅନୁଭବ ମହାନ୍ତି ଙ୍କ ଫିଲ୍ମ୍ "Love in London"ଏଥର ରଜରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି।
"Love in London" ଫିଲ୍ମ୍ କୁ ତାପସ ସର୍ଘରିଆ ନିର୍ଦେଶକ ଦେଇଥିବା ବେଳେ ସଙ୍ଗୀତ ନିର୍ଦେଶକ ଦେଇଛନ୍ତି ବୈଦ୍ୟନାଥ ଦାସ, ସୋମେଶ ଶତପଥୀ ଆଉ ବିନୀ । ଏଥିରେ ଅନୁଭବ ଙ୍କ 2 ଜଣ ନବାଗତ ନାୟିକା ସୌମ୍ୟ sachdev ଆଉ swapna Priyadarshini ଏଥିରେ ଅଭିନୟ କରିଛନ୍ତି। ଫିଲ୍ମ୍ କୁ ପ୍ରଯୋଜନା କରିଛନ୍ତି ଆମର ଷ୍ଟୁଡିଓ ଆଉ ନବୀନ ଭଣ୍ଡାରି।
ସେଇପରି ସିଦ୍ଧାନ୍ତ ମହାପାତ୍ର ଙ୍କ ଫିଲ୍ମ୍ "gudu gangster" ଏଥର ରଜରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବାକୁ ଯାଉଛି । ଏହା ଗୋଟିଏ ଆକ୍ସନ ଫିଲ୍ମ୍ ହେଇଥିବାରୁ ଦର୍ଶକ excited ଅଛନ୍ତି ଫିଲ୍ମ୍ ଦେଖିବାକୁ।eai ଫିଲ୍ମ କୁ "ଅଶୋକ ପତି" ନିର୍ଦେଶକ ଦେଇଥିବା ବେଳେ ସଙ୍ଗୀତ ନିର୍ଦେଶକ ଦେଇଛନ୍ତି Assad Nizam । ଏଇ ଫିଲ୍ମ୍ କୁ ପ୍ରଯୋଜନା କରିଛନ୍ତି ଆମର ଷ୍ଟୁଡିଓ ଏଵଂ ଅନିମେଶ ।
ସିଦ୍ଧାନ୍ତ ମହାପାତ୍ର ଙ୍କ ଛଡ଼ା ଏଇ ଫିଲ୍ମରେ ସୈଳେନ୍ଦ୍ର,ଶିବାନୀ ସଙ୍ଗୀତ ଆଉ ବହୁତ୍ ଦିନେ ପରେ Namrata ଥାପା କୁ ଦେଖିବାକୁ ମିଳିବ।"Guddu Gangstar" ଟାଇଟଲ ଗୀତ ଟା ପୁରା ମାର୍କେଟ ରେ ଚହଳ ପକାଉଛି। ଏଇ ଟାଇଟଲ ସଙ୍ଗ ରେ ସୁର୍ୟମୟୀ ଙ୍କ dance ଆପଣ ମାନଙ୍କୁ ଦେଖିବାକୁ ମିଳିବ।
ଏଇ 2 ଟା ଫିଲ୍ମ୍ ର ଟ୍ରେଲର ଆମର ମୁଜିକ୍ youtube channel ରେ ମୁକ୍ତିଲାଭ କରିସାରିଛି । ଦୁଇଟି High ବଜେଟ ଫିଲ୍ମ୍ ରଜରେ କେମିତି ରୋଜଗାର କରୁଛି ତାହା ଦେଖିବାକୁ ରହିଲା।
Comments
Post a Comment